ଲଢ଼ାଇ ଦେବା Lar̲ḍ̠hā i debā
- ଦେ. କ୍ରି — ଯୁଦ୍ଧ କରିବା — To fight with
- ଦେ. କ୍ରି — [ଉ— ଏବେ ଆସ ୟାକୁ ଲଢ଼ାଇ ଆମ୍ଭେ ଦେବା, ହାଡ଼ ତୁଲେ ମାଉଁସ ରଗଡ଼ି ଖାଇବା। କୃଷ୍ଣସିଂହ. ମହାଭାରତ, ବନ ।]
- ଦେ. କ୍ରି — (ଲଢ଼ିବାର ପ୍ରୟୋଜକରୂପେ) ଦୁଇ ଜଣଙ୍କୁ ବା ଜୀବଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରାଇବା — To set to fight
- ଦେ. କ୍ରି — (ଯଥା—ଦୁଇଟା ମେଣ୍ଢାଙ୍କୁ ଲଢ଼ାଇ ଦେବା)
- ଦେ. କ୍ରି — ବିରୁଦ୍ଧାଚରଣ କରାଇବା — To make one act contrary to