ଲଡ଼ୁକେଶ ମହାପାତ୍ର Laṟḍ̠ukeṡa mahāpātra

  • ଦେ. ବି—(ନାମ) — ଜନୈକ ସଂସ୍କୃତ ବ୍ରାହ୍ମଣ ପଣ୍ଡିତ — 2. The name of a Brahmin Sanskrit pandit
  • ଦେ. ବି—(ନାମ) — [ଦ୍ର—ଏହାଙ୍କ ଜନ୍ମସ୍ଥାନ—ନୂଆଗଡ଼ ମାନଧାତା ପୁର ଶାସନ। ଏ ସଂସ୍କୃତ ବ୍ୟାକରଣ ଉତ୍ତମରୂପେ ଜାଣିଥିଲେ; ସଙ୍ଗୀତ ଓ କାମଦୁହା ଚଉତିଶାଦି ରଚନା କରିଥିଲେ।]
  • ଦେ. ବି—(ନାମ) — ନୟାଗଡ଼ରେ ପ୍ରସିଦ୍ଧ ସ୍ୱର୍ଗୀୟ ବୈଦ୍ୟରାଜ — Name of the late Ladukeṡa Mahapatra a physician of Nayagarh Siba