ଲଡ଼ୁ ଦାନା

  • ଦେ. ବି — କ୍ଷୁଦ୍ର କ୍ଷୁଦ୍ର ମିଷ୍ଟାନ୍ନଗୁଟିକା — Small sweetmeat bullets
  • ଦେ. ବି — [ଦ୍ର—ଏଥିରୁ ଗୁଡ଼ିଏ ହାତରେ ବଳି ଲଡ଼ୁ ବଳା ଯାଏ।]