ଲଡ଼କି ପଡ଼ିବା Laṟḍ̠aki paṟḍ̠ibā

  • ଦେ. କ୍ରି—(ସଂ. ଲଡ଼୍=କମ୍ପିତ ହେବା) — ଲଟକିବା; ଝୁଲିପଡ଼ିବା; ଓହୋଳିବା — To hang down
  • ଦେ. କ୍ରି—(ସଂ. ଲଡ଼୍=କମ୍ପିତ ହେବା) — ଶ୍ଳଥ ହେବା — To be loose