ଲୌହିତ୍ୟ La̲u̲hitya

  • ସଂ. ବି (ଲୋହିତ+ଯ) — ରକ୍ତବର୍ଣ୍ଣତା — Redness
  • ସଂ. ବି (ଲୋହିତ+ଯ) — ରକ୍ତବର୍ଣ୍ଣ — Red colour
  • ସଂ. ବି (ଲୋହିତ+ଯ) — ବ୍ରହ୍ମପୁତ୍ର ନଦ — The river Brahmaputra
  • ସଂ. ବି (ଲୋହିତ+ଯ) — ରକ୍ତସମୁଦ୍ର; ଯେଉଁଠାରେ ରକ୍ତନଦୀ ବୋହୁଥାଏ — A sea of blood; a place where blood flows like the sea
  • ସଂ. ବି (ଲୋହିତ+ଯ) — ନାଲି ଚାଉଳ ବିଶିଷ୍ଟ ଏକ ପ୍ରକାର ଧାନ (ହି. ଶ.) — A kind of paddy with red rice
  • ସଂ. ବି (ଲୋହିତ+ଯ) — ପର୍ବତ ବିଶେଷ (ହି. ଶ.) — Name of a mountain