ଲୌହ ସାର La̲u̲ha sāra

  • ସଂ. ବି — ଇସ୍ପାତ; ବୈଜ୍ଞାନିକ ପ୍ରକ୍ରିୟାଦ୍ୱାରା କଠିନୀ- କୃତ ଟାଣ ଲୁହା — Steel; hardened iron
  • ସଂ. ବି — [ଦ୍ର—ଏଥିରେ ପୂର୍ବକାଳୀନ ଶତଘ୍ନୀ ଆଦି ଯୁଦ୍ଧାସ୍ତ୍ର ନିର୍ମିତ ହେଉଥିଲା।]
  • ସଂ. ବି — (ବୈଦ୍ଯକ) ଲୌହରୁ ଉତ୍ପାଦିତ ଏକପ୍ରକାର ଲବଣ (ହି. ଶ.) — A kind of medicinal salt prepared from iron