ଲୌହ ବର୍ତ୍ତ୍ମ La̲u̲ha barttma

  • ସଂ. ବି (ଆଧୁନିକ ପ୍ରୟୋଗ) — ଲୁହାରେ ତିଆରି ରାସ୍ତା; ଯେଉଁ ଲୁହାର ରାସ୍ତା ଉପରେ ରେଳଗାଡ଼ି ଓ ଟ୍ରାମ୍ ଗାଡ଼ି ଆଦିର ଚକ ଚଳେ — Iron line of rail; railway or tram line