ଲୌମହରଷଣି La̲u̲maharashaṇi

  • ଦେ. ବି (ପଦ୍ଯ) — ଲୋମହର୍ଷଣଙ୍କ ପୁତ୍ର ଉଗ୍ରଶ୍ରବା — The sage Ugraṡrabā the son of Lomaharshaṇa
  • ଦେ. ବି (ପଦ୍ଯ) — [ଉ—କହିଲା ସଭା ମଧ୍ୟେ ଲୌମହରଷଣି। କୃଷିସିଂହ. ମହାଭାରତ. ଆଦି।]