ଲୌକିକତା La̲u̲kikatā
- ସଂ. ବି — ଦେଶାଚାର; ଦେଶ ବା ସମାଜ ପ୍ରଚଳିତ ବ୍ଯବହାର — Usage common or peculiar to a country or society
- ସଂ. ବି — ଲୋକ ବ୍ଯବହାର — Popular usage
- ସଂ. ବି — ସାମାଜିକ ରୀତିନୀତି — Social usages
- ସଂ. ବି — ମର୍ଯ୍ୟାଦା; ବେଭାର; ଜନ ସାମାଜରେ ଚଳୁଥିବା ଭାର ବେଭାର ଆଦି — Customary gifts and presents current in society; social amenities and exchanges
- ସଂ. ବି — [ଦ୍ର—ବିବାହ ଓ ବ୍ରତ ଆଦି ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧମାନଙ୍କୁ ନିମନ୍ତ୍ରଣ କରିବା ଓ ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ 'ବେଭାର' ଦିଆ ନିଆକୁ 'ଲୌକିକତା' ବୋଲାଯାଏ।]
- ସଂ. ବି — ସାଂସାରିକତା — Wordliness