ଲୋଡ଼ର ଲଇ Loṟḍ̠ara lai

  • ଦେ. ବି — ଆମ୍ବିଳା ଲତା ବିଶେଷ; କାଞ୍ଜି କାଞ୍ଜିଆ— ଲତା — A kind of sour creeper; Vitis Auriculata
  • ଦେ. ବି — [ଦ୍ର—ଏହା ତରକାରୀରେ ବ୍ଯବହୃତ ହୁଏ; ଅମ୍ଳବେତସ ପରିବର୍ତ୍ତରେ କବିରାଜମାନେ ଏହାକୁ ଔଷଧରେ ବ୍ଯବସ୍ଥା କରନ୍ତି।]