ଲୋହିତ୍ୟା Lohityā

  • ସଂ. ବି. ସ୍ତ୍ରୀ — ନଦୀବିଶେଷ (ହି. ଶ) — Name of a river
  • ସଂ. ବି. ସ୍ତ୍ରୀ — ଏ ଅପ୍ସରାର ନାମ (ହି. ଶ.) — Name of a heavenly nymph