ଲୋହିତାୟମାନ Lohitāyamāna

  • ସଂ. ବିଣ. ପୁଂ.—(ଲୋହିତ ଶବ୍ଦରୁ ଲୋହିତାୟ ନାମ ଧାତୁ+କର୍ତ୍ତୃ. ଆନ) — ରକ୍ତାୟମାନ; ଯାହା ରକ୍ତବର୍ଣ୍ଣ ଧାରଣ କରୁଥାଏ; ଯାହା କ୍ରମଶଃ ନାଲିଆ ହେଉଥାଏ — Assuming red colour; reddening