ଲୋହିତାଙ୍ଗ Lohitaṅga

  • ସଂ. ବି (କର୍ମଧା, ଲୋହିତ+ଅଙ୍ଗ) — ରକ୍ତବର୍ଣ୍ଣ ଦେହ — Red coloured body
  • ବିଣ. ପୁଂ. ବହୁବ୍ରୀହି — ରକ୍ତବର୍ଣ୍ଣ ଦେହ ବିଶିଷ୍ଟ (ଯଥା ଆମେରିକାର ଆଦିମ ଅଧିବାସୀମାନେ) — Having red or copper coloured body
  • ସଂ. ବି ଅଙ୍ଗାରକ ଗ୍ରହ; ମକ୍ତଳ ଗ୍ରହ — The planet Mars
  • ସଂ. ବି [ଦ୍ର—ଏହା ପୃଥିବୀରୁ ରକ୍ତାଭ ଦେଖାଯାଏ।]