ଲୋହିତାକ୍ଷ Lohitākshya

  • ସଂ. ବି—(କର୍ମଧା. ଲୋହିତ +ଅକ୍ଷି) — ନାଲି ଆଖି — Red eyes
  • ସଂ. ବି—(କର୍ମଧା. ଲୋହିତ +ଅକ୍ଷି) — ବିଷ୍ଣୁ — Bishṇu
  • ସଂ. ବି—(କର୍ମଧା. ଲୋହିତ +ଅକ୍ଷି) — କୋକିଳ — Cuckoo
  • ସଂ. ବିଣ. ପୁଂ. (ବହୁବ୍ରୀହି) — ରକ୍ତବର୍ଣ୍ଣ ଚକ୍ଷୁର୍ବିଶିଷ୍ଟ