ଲୋହିତ ସମୁଦ୍ର Lohita samudra
- ଦେ. ବି. ନାମ — ଆରବର ପଶ୍ଚିମରେ ଓ ମିଶରଦେଶର ପୂର୍ବରେ ଥିବା ଲମ୍ବ ଓ ସରୁଆ ସମୁଦ୍ର — Red sea (between Asia and Africa) (Latitude 24.N and longitude 39.E)
- ଦେ. ବି. ନାମ — [ଦ୍ର—ଏହା ଭାରତ ମହାସାଗରର ଅଂଶ। ପୂର୍ବେ ଏହା ଭୂମଧ୍ୟସାଗରଠାରୁ ପୃଥକ୍ ଥିଲା। ସୁଏଜ୍ ନାଳ ଖୋଳାହେବାଦ୍ୱାରା ଏହା ଭୂମଧ୍ୟ- ସାଗର ସଙ୍ଗେ ସଂଯୁକ୍ତ ହେଲା ଓ ଏହି ବାଟେ ଭାରତ ମହାସାଗରରୁ ଭୂମଧ୍ୟସାଗରକୁ ଜାହାଜମାନ ଯିବା ଆସିବା କରୁଅଛି। ଏହା ଦକ୍ଷିଣରେ ବାବଲମାଣ୍ଡବପ୍ରଣାଳୀଠାରୁ ଉତ୍ତରରେ ସୁଏଜ ନାଳ ପର୍ଯ୍ୟନ୍ତ ଲମ୍ବିଅଛି। ଏହା ପ୍ରାୟ 1400 ମାଇଲ ଲମ୍ବା ଏ ଏହାର ପ୍ରଶସ୍ତତମ ଅଂଶର ବିସ୍ତୃତି 230 ମାଇଲ। ଏହାର ଗର୍ଭରେ ଅନେକ ସାନ ଟାପୁ ଓ ପ୍ରବାଳ ଦ୍ୱୀପ ଥିବାରୁ ଏ ବାଟେ ବାଟ ଠଉରାଇ ଜାହାଜ ନେବା ଆଣିବା ବିଶେଷ କଷ୍ଟସାଧ୍ୟ ଅଟେ। ଏହାର ପାଣିରେ ଥିବା ଏକପ୍ରକାର କ୍ଷୁଦ୍ର କୀଟାଣୁଙ୍କ ଯୋଗୁଁ ଏହାର ଜଳ ଈଷତ୍ ରକ୍ତାଭ ଦେଖାଯାଏ। ଏଥିପାଇଁ ଏହାର ଏହି ନାମ ହୋଇଅଛି।] — [ଦ୍ର—ଏହା ଭାରତ ମହାସାଗରର ଅଂଶ ପୂର୍ବେ ଏହା ଭୂମଧ୍ୟସାଗରଠାରୁ ପୃଥକ୍ ଥିଲା ସୁଏଜ୍ ନାଳ ଖୋଳାହେବାଦ୍ୱାରା ଏହା ଭୂମଧ୍ୟ- ସାଗର ସଙ୍ଗେ ସଂଯୁକ୍ତ ହେଲା ଓ ଏହି ବାଟେ ଭାରତ ମହାସାଗରରୁ ଭୂମଧ୍ୟସାଗରକୁ ଜାହାଜମାନ ଯିବା ଆସିବା କରୁଅଛି ଏହା ଦକ୍ଷିଣରେ ବାବଲମାଣ୍ଡବପ୍ରଣାଳୀଠାରୁ ଉତ୍ତରରେ ସୁଏଜ ନାଳ ପର୍ଯ୍ୟନ୍ତ ଲମ୍ବିଅଛି ଏହା ପ୍ରାୟ1400ମାଇଲ ଲମ୍ବା ଏ ଏହାର ପ୍ରଶସ୍ତତମ ଅଂଶର ବିସ୍ତୃତି230ମାଇଲ ଏହାର ଗର୍ଭରେ ଅନେକ ସାନ ଟାପୁ ଓ ପ୍ରବାଳ ଦ୍ୱୀପ ଥିବାରୁ ଏ ବାଟେ ବାଟ ଠଉରାଇ ଜାହାଜ ନେବା ଆଣିବା ବିଶେଷ କଷ୍ଟସାଧ୍ୟ ଅଟେ ଏହାର ପାଣିରେ ଥିବା ଏକପ୍ରକାର କ୍ଷୁଦ୍ର କୀଟାଣୁଙ୍କ ଯୋଗୁଁ ଏହାର ଜଳ ଈଷତ୍ ରକ୍ତାଭ ଦେଖାଯାଏ ଏଥିପାଇଁ ଏହାର ଏହି ନାମ ହୋଇଅଛି]