ଲୋହିତ ଲୋଚନ Lohita lochana

  • ସଂ. ବି (କର୍ମଧା) — ରକ୍ତବର୍ଣ୍ଣ ଚକ୍ଷୁ — Red eye
  • ବିଣ. ପୁଂ. (ବହୁବ୍ରୀହି) — ରକ୍ତବର୍ଣ୍ଣ ଚକ୍ଷୁବିଶିଷ୍ଟ — Having red eye