ଲୋହିତ ମୁଖ Lohita mukha

  • ସଂ. ବି. (କର୍ମଧା) — ନାଲି ମୁହଁ — Red face
  • ବିଣ. ପୁଂ. (ବହୁବ୍ରୀହି) — ନାଲିଆମୁହାଁ — Red-faced
  • ବିଣ. ପୁଂ. (ବହୁବ୍ରୀହି) — ରାଗାନ୍ୱିତ ହେବାରୁ ଯାହା ମୁହଁ ନାଲି ପଡ଼ିଥାଏ — Having the face flushed red with anger