ଲୋହିତ ନଦୀ Lohita nadī
- ଦେ. ବି — ଉତ୍ତର ଆମେରିକାର କାନାଡ଼ାଦେଶର ନଦୀବିଶେଷ — The Red river; name of a river in Manitoba of Canada in North America (Lat 48 N and Long 97 W)
- ଦେ. ବି — [ଦ୍ର—ଏହା ଇଉନାଇଟେଡ଼୍ ଷ୍ଟେଟସ୍ରୁ ଉତ୍ତରମୁଖ ହୋଇ କାନାଡ଼ାର ମାନିଟୋବା ପ୍ରଦେଶର ଉଇନିପେଗ୍ ହ୍ରଦରେ ପଡ଼ିଅଛି।
- ଦେ. ବି — ଆମେରିକାର ଯୁକ୍ତରାଜ୍ୟର ମିସିସିପି ନଦୀର ଗୋଟିଏ ଉପନଦୀ — The Red river, a tributary of the Mississipi river in the United States of America
- ଦେ. ବି — [ଦ୍ର—ଏହା ରକୀ ପର୍ବତର ପଶ୍ଚିମପାର୍ଶ୍ୱରୁ ବାହାରି ମିସିସିପି ନଦୀରେ ପଡ଼ିଅଛି।]