ଲୋହ ଦ୍ରାବୀ Loha drābi

  • ସଂ. ବି (ଲୋହଦ୍ରାବିନ୍ ଶବ୍ଦ) — ଟଙ୍କନ; ଟାଙ୍ଗଣା; ସୋହାଗା — Borax
  • ସଂ. ବି (ଲୋହଦ୍ରାବିନ୍ ଶବ୍ଦ) — ଅମ୍ଳ ବେତସ— (ହି. ଶ.) — A kind of pot herb