ଲୋଷ୍ଟ୍ରବତ୍ Loshṭrabat

  • ସଂ. ବି — ଲୋଷ୍ଟ୍ରଖଣ୍ଡ ପରି ହେୟ, ମୂଲ୍ୟହୀନ ବା ଅନାଦରଣୀୟ — Valueless like a clod of earth
  • ସଂ. ବି — (ଯଥା—ପରଦ୍ରବ୍ୟକୁ ଲୋଷ୍ଟ୍ରବତ୍ ଜ୍ଞାନ କରିବ।)