ଲୋଳାକ୍ଷ Loḻāksha

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ଆଖି ଚଞ୍ଚଳ ହୋଇ ବୁଲୁଥାଏ — Having rolling eyes
  • ସଂ. ବିଣ. ପୁଂ. (ବହୁବ୍ରୀହି) — କାମାସକ୍ତ ବା ଖଳ— ଦୃଷ୍ଟି ବିଶିଷ୍ଟ — Looking wantonly upon (M. W.)
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଲୋଳଦୃଷ୍ଟି, ଲୋଳଚକ୍ଷୁଃ ଅନ୍ଯ ପୁଂ. ଓ ସ୍ତ୍ରୀ — ଲୋଳଦୃଷ୍ଟି, ଲୋଳଚକ୍ଷୁଃଅନ୍ଯ ପୁଂ. ଓ ସ୍ତ୍ରୀ
  • ସଂ. ବିଣ. ପୁଂ. (ବହୁବ୍ରୀହି) — (ଲୋଳନୟନ, ଲୋଳନେତ୍ର, ଲୋଳଲୋଚନ, ଲୋଳେକ୍ଷଣ— ଅନ୍ଯରୂପ)