ଲୋମାଞ୍ଚିବା Lomāṅchibā

  • ଦେ. କ୍ରି (ସଂ. ଲୋମାଞ୍ଚ) — ରୋମାଞ୍ଚିତ ହେବା — To have horripilation; to have the hairs standing on ends
  • ଦେ. କ୍ରି (ସଂ. ଲୋମାଞ୍ଚ) — (ଉ—ତନୁ ଲୋମାଞ୍ଚିଲା ସର୍ବାଙ୍ଗୁଁ ବହିଲା ସ୍ୱେଦ ନୀର ଦରଦରେ—ରାଧାନାଥ, ଯଯାତି।)