ଲୋମହୃତ୍ Lomahṛut

  • ସଂ. ବିଣ (ଲୋମ+ହୃ ଧାତୁ=ହରଣ କରିବା+କର୍ତ୍ତୃ କ୍ୱିପ୍) — ଲୋମନାଶକ — Depilatory
  • ବି (ବୈଦ୍ଯକ) — ହରିତାଳ — Sulphate of arsenic; yellow orpiment