ଲୋମ ହର୍ଷଣ Loma harshaṅa

  • ସଂ. ବି ( 6 ଷ୍ଠୀ ତତ୍; ଲୋମ+ହର୍ଷଣ) — ରୋମାଞ୍ଚ; ରୋମ ଟାଙ୍କୁରିବା — Horripilation; bristling of the hairs of the body
  • ସଂ. ବି ( 6 ଷ୍ଠୀ ତତ୍; ଲୋମ+ହର୍ଷଣ) — (ବହୁବ୍ରୀହି) ଋଷିବିଶେଷ; ବ୍ୟାସ ମୁନିଙ୍କର ପ୍ରିୟ ଶିଷ୍ୟ (ଏହାଙ୍କର ଅନ୍ଯ ନାମ ସୂତ) — Name of a sage
  • ସଂ. ବି ( 6 ଷ୍ଠୀ ତତ୍; ଲୋମ+ହର୍ଷଣ) — [ଦ୍ର—ଏ ଉଗ୍ରଶ୍ରବାଙ୍କ ପୁତ୍ର। ବ୍ୟାସ ଏହାଙ୍କଠାରେ ପ୍ରୀତହୋଇ ଏହାଙ୍କୁ ସ୍ୱରଚିତ ପୁରାଣମାନ ଅର୍ପଣ କରିଥିଲେ ଓ ଉକ୍ତ ପୁରାଣ ଏ ସମସ୍ତଙ୍କୁ ଶୁଣାଇଥିଲେ। ପୁରାଣ ବକ୍ତୃତାଦ୍ୱାରା ଏ ଶ୍ରୋତାମାନଙ୍କର ଲୋମହର୍ଷଣ ଜାତ କରାଉଥିବାରୁ ଏହାଙ୍କର ଏହି ନାମ ହୋଇଥିଲା ବୋଲି କୂର୍ମ ପୁରାଣରେ ଉକ୍ତ ହୋଇଅଛି। ପରେ ଏହି ନାମ ବଂଶଗତ ହେଲା ଓ କଳ୍କୀପୁରାଣରେ ଏହାଙ୍କର ପୁତ୍ରଙ୍କୁ ମଧ୍ୟ ଲୋମହର୍ଷଣ ବିଶେଷଣ ଦିଆ ଯାଇଥିଲା।]
  • ବିଣ — ଲୋମହର୍ଷଣକାରୀ — Producing or causing horripilation thrilling
  • ବିଣ — ଭୟଙ୍କର — Terrified