ଲୋମ ବିଲୋମ Loma biloma

  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — ଅସଂଯତ; ଅସମ୍ବଦ୍ଧ — Unarranged
  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — ଓଲଟ-ପାଲଟ — Topsyturvy
  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — ବି.—
  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — ଆଗ କଥା ପଛ ଓ ପଛ କଥା ଆଗ ହେବା ଅବସ୍ଥା — Want of arrangement or system; inversion of the sequence
  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — କାବ୍ୟାଳଙ୍କାର ବିଶେଷ — A figure of speech
  • ଦେ. ବିଣ—(ସଂ. ଅନୁଲୋମ ବିଲୋମ) — [ଦ୍ର—ଏ ଅଳଙ୍କାର ଅନୁସାରେ ରଚିତ ପଦର ଆରମ୍ଭରୁ ପଢ଼ିଲେ ଏକ ଅର୍ଥ ଓ ପଦର ଶେଷ ଆଡ଼ୁ ଓଲଟାଇ ପଢ଼ିଲେ ଆଉ ଏକ ଅର୍ଥ ହୁଏ।]