ଲୋମ କର୍ଣ୍ଣ Loma karṇṇa

  • ସଂ. ବିଣ—(ବହୁବ୍ରୀହି; ଲୋମଯୁକ୍ତ କର୍ଣ୍ଣ ଯାହାର) — ଯାହାର କର୍ଣ୍ଣ ଲୋମମୟ — Having ears covered with hair
  • ସଂ. ବିଣ—(ବହୁବ୍ରୀହି; ଲୋମଯୁକ୍ତ କର୍ଣ୍ଣ ଯାହାର) — ଶଶା; ଠେକୁଆ
  • ସଂ. ବିଣ—(ବହୁବ୍ରୀହି; ଲୋମଯୁକ୍ତ କର୍ଣ୍ଣ ଯାହାର) — ମୂଷା — Rat