ଲୋଭିତା Lobhitā

  • ଦେ. ବିଣ (ସଂ. ଲୋଭିତ) — ଲୋଭିତ 2/3 (ଦେଖ) — ଲୋଭିତ2/3(ଦେଖ)— Lobhita 2, 3 (See)
  • ଦେ. ବିଣ (ସଂ. ଲୋଭିତ) — [ଉ—ହା ହା ଶୋଭିତା! ଦେଖି କେ ନୋହିବ ଲୋଭିତା—ଭଞ୍ଜ, ପ୍ରେମ ସୁଧାନିଧି।]
  • ସଂ. ବିଣ. ସ୍ତ୍ରୀ (ଲୋଭିତ+ଆ) — ଲୋଭିତର ସ୍ତ୍ରୀଲିଙ୍ଗ — Feminine of Lobhita