ଲୋଭେଇବା Lobheibā

  • ଦେ. କ୍ରି (ସଂ. ଲୋଭ ଶବ୍ଦରୁ ନାମ ଧାତୁ ଲୋଭାୟ ଧାତୁ) — ଅନ୍ଯ ବ୍ଯକ୍ତିକୁ କୌଣସି ବ୍ଯକ୍ତି ପ୍ରତି ପ୍ରଲୋଭିତ କରିବା — To tempt or allure a person towards a thing
  • ଦେ. କ୍ରି (ସଂ. ଲୋଭ ଶବ୍ଦରୁ ନାମ ଧାତୁ ଲୋଭାୟ ଧାତୁ) — [ଉ—ଇନ୍ଦ୍ରଙ୍କର ମନ ଯେ ଲୋଭାଇବା ପାଇଁ— କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. କ୍ରି (ସଂ. ଲୋଭ ଶବ୍ଦରୁ ନାମ ଧାତୁ ଲୋଭାୟ ଧାତୁ) — କୌଣସି ବସ୍ତୁ ବା ବ୍ଯକ୍ତି ପ୍ରତି (ଆପଣାର ମନ) ଲୁବ୍ଧ ହେବା — To covet for a thing; to run after a thing or object
  • ଦେ. କ୍ରି (ସଂ. ଲୋଭ ଶବ୍ଦରୁ ନାମ ଧାତୁ ଲୋଭାୟ ଧାତୁ) — ପ୍ରଲୋଭିତ ହେବା — To be tempted or allured