ଲୋଭାର୍ଥୀ Lobhārthī

  • ଦେ. ବିଣ (ସଂ. ଲୋଭାର୍ତ୍ତ) — କୌଣସି ବିଷୟ ପାଇବା ପାଇଁ ପ୍ରବଳ ଲୋଭଯୁକ୍ତ ହୋଇ କୌଣସି ସ୍ଥାନରେ ଉପସ୍ଥିତ — Come to a place with a strong longing to get a thing