ଲୋଭାଭିଭୂତ Lobhābhibhūta

  • ସଂ. ବିଣ. ପୁଂ. ( 3 ୟା ତତ୍) — ଲାଳାୟିତ; ପ୍ରବଳ ଲାଳସାଦ୍ୱାରା ଉଦ୍ବେଜିତ — Overtaken by greed, lust or avarice; eagerly longing for an object