ଲୋଭ ସମ୍ଭାଳିବା Lobha sambhāḻibā

  • ଦେ. କ୍ରି (ସଂ. ଲୋଭ ସମ୍ବରଣ) — କୌଣସି ବସ୍ତୁ ପ୍ରତି ମନରେ ଜାତ ହେବା ପ୍ରବଳ ଲାଳସାକୁ ନିୟନ୍ତ୍ରିତ କରିବା — To check or control one's avarice or greed