ଲୋଭ ଜନ୍ମାଇବା Lobha janmāibā

  • ଦେ. କ୍ରି (ସଂ. ଲୋଭ+ଜନ୍ମ) — ଅନ୍ଯ ବ୍ଯକ୍ତି ମନରେ ଲୋଭ ବା ପ୍ରାପ୍ତି- ଆଶାକୁ ଉତ୍ତେଜିତ କରିବା — To excite lust or avarice in another person
  • ଦେ. କ୍ରି (ସଂ. ଲୋଭ+ଜନ୍ମ) — (ଯଥା—ଏ ସୁନ୍ଦର ବସ୍ତୁଟି ମୋ ମନରେ ଲୋଭ ଜନ୍ମାଇଲାଣି।)
  • ଦେ. କ୍ରି (ସଂ. ଲୋଭ+ଜନ୍ମ) — ଅନ୍ଯ ବ୍ଯକ୍ତିକୁ ପ୍ରଲୋଭିତ କରାଇବା — To excite a person's lust; to tempt or seduce a person