ଲୋଭ ଛଡ଼େଇବା Lobha chhaṟḍ̠eibā

  • ଦେ. କ୍ରି — ଉପଦେଶଆଦିଦ୍ୱାରା କୌଣସି ବ୍ଯକ୍ତିର ମନରୁ ଲୋଭକୁ ଦୂର କରାଇବା — To cause a man to shake off lust or avarice by good advice