ଲୋଭ ଛାଡ଼ିବା Lobha chhāṟḍ̠ibā

  • ଦେ. କ୍ରି — ମନରୁ କୌଣସି ବସ୍ତୁ ବା ବିଷୟ ପ୍ରତି ଲାଳସା ବା ମାୟା ତ୍ୟାଗ କରିବା — To shake off the feeling of lust or avarice from the mind; to relinquish the desire for something
  • ଦେ. କ୍ରି — ଲୋଭ ତ୍ୟାଗ — Relinquishment of avarice
  • ଦେ. କ୍ରି — କୌଣସି ବିଷୟ ବା ବ୍ଯକ୍ତିପ୍ରତି ମାୟା କମିଯିବା — Relinquishment of the tie or attachment towards anything
  • ଦେ. କ୍ରି — (ଯଥା—ସାଆନ୍ତାଣୀଙ୍କର ମୋଠଉଁ ଲୋଭ ଛାଡ଼ି ଗଲାଣି, ତାର ପୁଅ ମାଇପଙ୍କଠଉଁ ଲୋଭ ଛାଡ଼ି ଗଲାଣି।)