ଲୋଭ କରିବା Lobha karibā

  • ଦେ. କ୍ରି — କୌଣସି ଦ୍ରବ୍ୟ ପାଇବାକୁ ବା ନ ଛାଡ଼ିବାକୁ ମନରେ ପ୍ରବଳ ବାସନା କରିବା — To have an inordinate hankering after; to covet; to long for
  • ଦେ. କ୍ରି — କୌଣସି ବସ୍ତୁପ୍ରତି ବିଶେଷ ଆସକ୍ତ ହେବା — To have a strong attachment to or for anything