ଲୋପାପତ୍ତି Lopāpatti

  • ସଂ. ବି ( 7 ମୀ ତତ୍) — ଅଭାବ ବିଷୟରେ ଆପତ୍ତି ବା ବାଧା — Objection regarding on expunged matter
  • ସଂ. ବି ( 7 ମୀ ତତ୍) — କୌଣସି ବସ୍ତୁ ଲୁପ୍ତ ହୋଇ ଅଛି ବା ଲୋପ ପାଇଅଛି ବୋଲି ଆପତ୍ତି କରିବା — Objection that a matter has been expunged or has become obsolete