ଲୋଥେରୀ Lotherī

  • ଦେ. ବି ଓ ବିଣ—ସ୍ତ୍ରୀ — ସ୍ତ୍ରୀସ୍ୱଭାବରହିତା ସ୍ତ୍ରୀ; ହେଞ୍ଜେଡ଼ୀ — A woman showing no external signs of feminity
  • ଦେ. ବି ଓ ବିଣ—ସ୍ତ୍ରୀ — ବୟସ୍କା କୁମାରୀ; ଅଭିଆଡ଼ୀ; ଦରବୁଢ଼ୀ — Grown up maid
  • ଦେ. ବି ଓ ବିଣ—ସ୍ତ୍ରୀ — ଅତି ସ୍ଥୂଳକାୟା ସ୍ତ୍ରୀ — Very corpulent woman