ଲୋଥରା Lotharā
- ଦେ. ବି. ଓ ବିଣ. ପୁଂ.—(ସଂ. ସ୍ଥୂଳକାୟ)— — ନପୁଂସକ ବ୍ଯକ୍ତି; ହେଞ୍ଜେଡ଼ା — An impotent person; eunoch
- ଦେ. ବି. ଓ ବିଣ. ପୁଂ.—(ସଂ. ସ୍ଥୂଳକାୟ)— — ଅତିରିକ୍ତ ବୟସ୍କ ହୋଇ ସୁଦ୍ଧା ଯେ ବିବାହ କରି ନ ଥାଏ — (A. person) Who is still a bachelor in an advanced age
- ଦେ. ବି. ଓ ବିଣ. ପୁଂ.—(ସଂ. ସ୍ଥୂଳକାୟ)— — ଅତି ସ୍ଥୂଳକାୟ ବ୍ଯକ୍ତି — A fat or corpulent person