ଲୋଟ Loṭa

  • ଦେ. ବି — (ସଂ. ଲୋଟ) ପାଟଳିଆ ଲୋଧ୍ର (ଦେଖ) (ହରେକୃଷ୍ଣ. ଦ୍ରବ୍ଯଗୁଣ) — Paṭaḻiā lodhra (See)
  • ଦେ. ବି — (ସଂ ଲୁଣ୍ଠନ) ଲୁଟି; ଡକାଇତି — Loot; dacoity