ଲୋଟାଇବା Loṭāibā

  • ଦେ. କ୍ରି (ସଂ. ଲୁଣ୍ଠ୍ ଧାତୁ) — ଲୋଟିବା କ୍ରିୟାର ଣିଜନ୍ତ ରୂପ — 2. Causative form of the verb Loṭibā
  • ଦେ. କ୍ରି (ସଂ. ଲୁଣ୍ଠ୍ ଧାତୁ) — (ଉ—ଲୋଟାଅ ତୁମ୍ଭ ପାଦପଦ୍ମରେ ମୋ ମାଥ—କୃଷ୍ଣସିଂହ, ମହାଭାରତ, ସଭା।)
  • ଦେ. କ୍ରି (ସଂ. ଲୁଣ୍ଠ୍ ଧାତୁ) — ଲୁଟିବା କ୍ରିୟାର ଣିଜନ୍ତ ରୂପ — Causative form of the verb Luṭibā