ଲୋଟା ଦେବା Loṭā debā

  • ଦେ. କ୍ରି (ସଂ. ଲୁଣ୍ଠ୍ ଧାତୁ) — ଭୂମିରେ ଗଡ଼ିବା — To roll on the ground
  • ଦେ. କ୍ରି (ସଂ. ଲୁଣ୍ଠ୍ ଧାତୁ) — [ଉ— ଏହିସକାଶରୁଟି ଦୈତ୍ୟକୋଟି କୋଟି, ମରିଣ ଦେଲେ ଭୂମିଦେଶରେ ଲୋଟାଟି— କୃଷ୍ଣସିଂହ, ମହାଭାରତ, ବନ।]