ଲୋଟଣି ଖୋସା Loṭaṇi khosā

  • ଦେ. ବି — ବଙ୍ଗାଳିଆଜୁଡ଼ା; ସ୍ତ୍ରୀଲୋକମାନଙ୍କର ଏକପ୍ରକାର ଜୁଡ଼ା; ଯେଉଁ ନିମ୍ନମୁଖ ଜୁଡ଼ା ବେକ ପାଖରେ ଲୋଟୁଥାଏ — A kind of chignon which is so framed as to touch the neck
  • ଦେ. ବି — (ଉ—ଅଂସ ଅବତଂସ ଲହସା ଖୋଷାକି କୁ— ବେଣୀ ଲୋଟଣି ଜୁଡ଼ାରେ—କବିସୂର୍ଯ୍ୟ. ସଙ୍ଗୀତ।)