ଲୋଚିଲୋଚି ହେବା Lochilochi heba

  • ଦେ. କ୍ରି (ସଂ. ସଙ୍କୋଚନ) — ସଙ୍କୁଚିତ ହେବା — To be contracted
  • ଦେ. କ୍ରି (ସଂ. ସଙ୍କୋଚନ) — (ଉ—ଲାଜେ ଲୋଚି ହୋଇ ରହିଲେ ତରୁଣୀ। ପ୍ରାଚୀ. ରହସ୍ୟମଞ୍ଜରୀ।]