ଲୋଚି ହେବା Lochi hebā

  • ଦେ. କ୍ରି (ସଂ. ସଙ୍କୁଚିତ; ଲୁ଼ଞ୍ଚିତ) — ସଙ୍କୁଚିତ ହେବା — To become crisp or wrinkled
  • ଦେ. କ୍ରି (ସଂ. ସଙ୍କୁଚିତ; ଲୁ଼ଞ୍ଚିତ) — [ଉ— ରହିଛି ପଦ୍ମନାଳ ମଧ୍ୟେ ହୋଇ ଲୋଚି। କୃଷ୍ଣସିଂହ. ମହାଭାରତ, ଉଦ୍ଯୋଗ]