ଲୋଚନ ଲୋଭନ Lochana lobhana

  • ସଂ. ବିଣ. ( 6 ଷ୍ଠୀ ତତ୍) — ଲାଳସାବର୍ଦ୍ଧକ (ବସ୍ତୁ); ଯାହାକୁ ଦେଖିଲେ ପୁନଃ ପୁନଃ ଦେଖିବାକୁ ମନ ବଳେ; ଅତି ସୁନ୍ଦର (ପଦାର୍ଥ) — Very beautiful or charming; tempting to the eye