ଲୋକେ ମୁକୁଟ Loka mukuṭa

  • ପ୍ରାଦେ. (ଯାଜପୁର)ବି — ଯେଉଁ ପ୍ରକୋଷ୍ଠରେ ବିବାହବ୍ରତ ଆଦିର କର୍ମ ହୋଇଥାଏ ତହିଁର କାନ୍ଥରେ ପହିଲେ କଳା ଲିପାଯାଇ ଉପରେ ଦିଆଯିବା ଚିତା ବା ଝୋଟି — The paint or jhoṭi which is put on a wall of the room in which marriage or sacred thread rites are to be performed