ଲୋକିତ କରିବା Lokita karibā

  • ଦେ. (ପଦ୍ଯ) କ୍ରି (ସଂ. ଲୋକ୍ ଧାତୁ) — ଦେଖିବା; ଚାହିଁବା — To see; to look at
  • ଦେ. (ପଦ୍ଯ) କ୍ରି (ସଂ. ଲୋକ୍ ଧାତୁ) — [ଉ—ସ୍ଥକିତ ତନୁକୁ ଲୋକିତ କରି ଦ୍ୱିତୀୟା ବୋଲେ। ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।]