ଲୋକାୟତିତ Lokāyatita

  • ସଂ. ବିଣ. ପୁଂ. (ଲୋକାୟତ+ଇତ) — ଚାର୍ବାକ ମତାବଲମ୍ବୀ — Holding the atheistic view of sage Chārbāka
  • ସଂ. ବିଣ. ପୁଂ. (ଲୋକାୟତ+ଇତ) — ନାସ୍ତିକ — Atheistic
  • ବି — ଚାର୍ବାକ ମୁନି — The sage Chārbāka who preached the atheistic system of philosophy
  • ବି — [ଦ୍ର—ଚାର୍ବକଙ୍କ ଦର୍ଶନ ନାସ୍ତିକତା ଉପରେ ପ୍ରତିଷ୍ଠିତ। ଏହାଙ୍କର ମତ— "ଯାବଜ୍ଜୀବେତ ସୁଖଂ ଜୀବେତ୍, ଋଣଂ କୃତା ଘୃତଂ ପୀବେତ୍; ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାବର୍ତ୍ତନଂ କୁତଃ ?" ଅର୍ଥାତ୍ ସଂସାରରେ ଜନ୍ମ ଲଭି ଋଣ କରି ମଧ୍ୟ ଘିଅ ଖାଅ। ଖାଅ, ପିଅ, ମଉଜ କର; ଏ ଜୀବର ପୁନର୍ଜନ୍ମ ନାହିଁ। ଏହାଙ୍କ ମତ ସଙ୍ଗେ ଗ୍ରୀସ୍ ଦେଶର ପଣ୍ଡିତ ଏପିକ୍ୟୁରସଙ୍କ ମତର ସାମଞ୍ଜସ୍ୟ ଅଛି। ତାଙ୍କର ଉପଦେଶ ମଧ୍ୟ ଖାଅ, ପିଅ, ମଉଜ କର — = Eat, drink and be merryଚାର୍ବାକ ପରଲୋକ ସ୍ୱୀକାର କରୁ ନ ଥିଲେ]