ଲୋକାଭିରାମ Lokābhirāma

  • ସଂ. ବିଣ. ପୁଂ. — ( 6 ଷ୍ଠୀ ତତ୍) ଲୋକମାନଙ୍କ ପ୍ରୀତି— ଜନକ — (6ଷ୍ଠୀ ତତ୍) ଲୋକମାନଙ୍କ ପ୍ରୀତି— ଜନକ—. Pleasing to the people
  • ସଂ. ବିଣ. ପୁଂ. — ଲୋକମାନଙ୍କ ଚକ୍ଷୁକୁ ମନୋହର — Looking graceful to the eyes of men
  • ସଂ. ବିଣ. ପୁଂ. — ଲୋକପ୍ରିୟ — Popular, loved by the people
  • ସଂ. ବିଣ. ପୁଂ. — ( 7 ମୀ ତତ୍) ଅତି ସୁନ୍ଦର — (7ମୀ ତତ୍) ଅତି ସୁନ୍ଦର—. Very beautiful