ଲୋକାନ୍ତର Lokāntara
- ସଂ. ବି.—(ଅବ୍ଯୟୀଭାବ; ଅନ୍ଯ+ଲୋକ) — ପରଲୋକ; ମୃତ୍ୟୁର ପରବର୍ତ୍ତି ସଂସାର — Another world; the next world after death
- ସଂ. ବି.—(ଅବ୍ଯୟୀଭାବ; ଅନ୍ଯ+ଲୋକ) — ଏ ସଂସାର ଛଡ଼ା ଅନ୍ଯ ସ୍ଥିତି — Another sphere of existence
- ଦେ. ବି (ସଂ. ଲୋକାନ୍ତର ଗତି) — ମୃତ୍ୟୁ — Death